Breaking News

ଗ୍ଲୋବାଲ ୨୨୨ ସଂଗଠନ ପକ୍ଷରୁ ଛାତ୍ରଛାତ୍ରୀ ଙ୍କୁ ଖାତା ବଣ୍ଟନ


ଡେଲାଙ୍ଗ ---- ଡେଲାଙ୍ଗ ବ୍ଲକ୍ ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଗ୍ଲୋବାଲ ୨୨୨ ପକ୍ଷରୁ  ହୁରୁହୁରା ସ୍କୁଲ ରେ ମେଧାବୀ ଛାତ୍ରଛାତ୍ରୀ ଙ୍କୁ ଖାତା ବଣ୍ଟନ କରାଯାଇଛି ।ପିଲାମାନେ ଖାତାପାଇ ଖୁସି ବ୍ୟକ୍ତ କରିଥିଲେ । ଏ ଖୁସି ଠୁଁ ଆଉ ବଡ ଖୁସି କିଛି ନାହିଁ ବୋଲି ସଂଗଠନ ର ସଭାପତି ସମୟ ରଞ୍ଜନ ବିଶ୍ଵାଳ କହିଛନ୍ତି। ଏହି କାର୍ଯ୍ୟକ୍ରମରୈ ବିଦ୍ଯାଳୟର ପ୍ରଧାନ ଶିକ୍ଷକ  ତ୍ରିନାଥ ସେଠୀଙ୍କ ସହିତ ଅନ୍ଯ ଶିକ୍ଷକ ମାନେ ଉପସ୍ଥିତ ଥିଲେ । ଅନୁଷ୍ଠାନ ର ସଦସ୍ୟ ହାପି,ବିର ,ନନ୍ଦୁ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଗ୍ଲୋବାଲ 222 ସଂଗଠନ ର ସଭାପତି ସମୟ ରଞ୍ଜନ ବିଶ୍ଵାଳ ପରିଚାଳନା କରିବା ସହ ଧନ୍ୟବାଦ ଦେଇଥିଲେ।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧/୭/୨୦୨୩----୫,୪୫ Sakhigopal News,1/7/2023

Blog Archive

Popular Posts