Breaking News

ସାକ୍ଷୀଗୋପାଳ ପୋଲିସ ପକ୍ଷରୁ ମଟର ସାଇକେଲ ଚେକିଙ୍ଗି


ସାକ୍ଷୀଗୋପାଳ---   ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଅପ୍ରେଲ ୧ରୁ ଅପ୍ରେଲ ୭ ପର୍ଯ୍ୟନ୍ତ «Zero Fatality Week » ସପ୍ତାହ ପାଳନ କରାଯାାଉଛିି। ଏହି ଅବସରରେ ସତ୍ୟବାଦୀ ଥାନା ଅଞ୍ଚଳରେ ପଟ୍ଟନାୟିକିଆ ଛକ, ବିରଗୋବିନ୍ଦପୁର ଛକ ଓ ସାକ୍ଷୀଗୋପାଳ ଓଭରବ୍ରିଜ  ତଳେ ମୋଟର ଯାନ କଡାକଡି ଭାବେ    ଚେକିଙ୍ଗି  କରାଯାଇଥିଲା । ମୋଟର ଆଇନ ଭଙ୍ଗ କରିଥିବା ବେପରୁଆ ଛାଳକ ଙ୍କ ଉପରେ ମୋଟ 45,000/- ଟଙ୍କା ଜୋରିମାନା  ଆଦାୟ ନ୍ୟସ୍ତ କରାଯଇଛି । ଏଇ ଚେକିଙ୍ଗି  ଆଗକୁ ଆହୁରି କଡାକଡି କରାଯିବ ବୋଲି ସାକ୍ଷୀଗୋପାଳ ଥାନା ଅଧିକାରୀ ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨/୪/୨୦୨୩----୬,୧୦ Sakhigopal News,2/4/2023

Blog Archive

Popular Posts