Breaking News

ଛୁଆ ହାତୀର ମୃତ ଦେହ ଉଦ୍ଧାର


ଭଞ୍ଜନଗର--ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡ ସୋରଡା ବନ ବିଭାଗ ଅଧିନସ୍ଥ ଗାଜଲବାଡି ଝରନାଳ ଠାରେ ଏକ ଛୁଆ ହାତୀର ମୃତ ଦେହ ଉଦ୍ଧାର କରିଛ ବନବିଭାଗ । ଛୁଆ ହାତୀ ର ମୃତ କାରଣ ଅସ୍ପଷ୍ଟ ଥିବା ବେଳେ ଜନ୍ମ ହେବା ପରେ ପରେ ମୃତ ହୋଇଥିବା ବନ ବିଭାଗ ଅନୁମାନ କରୁଛି । ଘଟଣା ସ୍ଥଳରେ ବନ ବିଭାଗ ଛୁଆ ହାତୀର ମୃତ ଦେହ କୁ ଜବତ କରି ବ୍ଯବଚ୍ଛେଦ କରୁଥିବାର ସୂଚନା ମିଳିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୬/୪/୨୦୨୩----୯,୩୫ Sakhigopal News,26/4/2023

Blog Archive

Popular Posts