Breaking News

କାଳବୈଶାଖୀ ରେ ମୃତ୍ୟୁ ଓ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପାଇଁ ବିଧାୟିକା ଦାବି ଉଠାଇଲେ

ବରଗଡ଼----  ବରଗଡ ଜିଲ୍ଲା ଅତାବିରା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ବ୍ରଜପାତରେ ଓ କାଳବୈଶାଖୀ ବର୍ଷା ରେ ଚାଷୀ ଙ୍କୁ ତୁରନ୍ତ ସାହାଯ୍ୟ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଦାବି କଲେ ।  ସୂଚନାଯୋଗ୍ୟ ଯେ ଗତ ୨୨ ତାରିଖ ସନ୍ଧ୍ୟାରେ କାଳବୈଶାଖୀ ଯୋଗୁଁ ଧାନ, ପନିପରିବା କ୍ଷତିପୂରଣ ସହାୟତା ଓ ଅକାଳ ମୃତ୍ୟୁ ବରଣ କରିଥିଲେ  ନାଗପାଲି ଗ୍ରାମର ଝିଟ ଥପା ପରିବାରଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଓଡିଶା ର ମାନ୍ଯବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ  ସାକ୍ଷାତ କରି ଏକ ଦାବୀ ପତ୍ର ପ୍ରଦାନ କରିବା ସହ କ୍ଷତି ପୂରଣ ଦେବାକୁ ଅନୁରୋଧ କରିଛନ୍ତି। ମାନ୍ୟବର ଶ୍ରୀଯୁକ୍ତ ପଟ୍ଟନାୟକ ତତକ୍ଷଣାତ୍ ଏହି କ୍ଷତିପୂରଣ ଆକଳନ କରି ରିପୋର୍ଟ ଦେବାକୁ ଏସ୍.ଆର୍.ସି.କୁ ନିର୍ଦ୍ଦେଶ ଦେଇଥିବା ବିିଶେଷ ସୁତ୍ରରୁ ଜଣାପଡିଛି । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୪/୪/୨୦୨୩----୨,୩୫ Sakhigopal News,24/4/2023

Blog Archive

Popular Posts