Breaking News

ସହିଦ ଙ୍କୁ ତୁଳୀରେ ଶ୍ରଦ୍ଧାଞ୍ଜଳି


ସାକ୍ଷୀଗୋପାଳ---- ଅମର ସହିଦ ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅଳଗୁମ ଗ୍ରାମ ପଞ୍ଚାୟତ ର ଖଣ୍ଡାୟତ ସାହିର ପୁଅ ଦେବାଶିଷ ବିଶ୍ୱାଳ ଅମର ରହେ ବୋଲି ତୁଳୀ ରେ ଶ୍ରଦ୍ଧାଞ୍ଜଳି ଜଣେଇଛନ୍ତି ଚନ୍ଦନପୁର ,ଅଙ୍କିଆ ଗ୍ରାମର ଚିତ୍ରଶିଳ୍ପୀ  ଦିବ୍ୟଜ୍ୟୋତି । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୨/୪/୨୦୨୩----୭,୧୦ Sakhigopal News,22/4/2023

Blog Archive

Popular Posts