Breaking News

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପଥଚାରୀଙ୍କୁ ଦହି ସରବତ ବଣ୍ଟନ




ଜଟଣୀ --ପବ୍ଲିକ ରାଇଟ ଆସୋସିଏସନ୍ର ର  ସଭାନେତ୍ରୀ ଶ୍ରୀମତୀ ଜ୍ୟୋତିର୍ମୟୀ ପଣ୍ଡା ଓ କଲ୍ୟାଣୀ ପବ୍ଲିକ ସ୍କୁଲ ର ଅଧ୍ୟକ୍ଷା  ଶ୍ରୀମତୀ କଲ୍ୟାଣୀ ବାରିକ ଙ୍କ ତତ୍ତ୍ଵାବଧାନରେ ଆଜି ପବିତ୍ର ଅକ୍ଷୟ ତୃତୀୟା ଦିବସରେ ପଥଚାରୀ ମାନଙ୍କୁ ଦହି ସର୍ବତ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ଆସୋସିଏସନ୍ ଭୁବନେଶ୍ୱର ସଭାନେତ୍ରୀ ଶ୍ରୀମତୀ ପଙ୍କଜିନି ବେହୁରା, ଖୋର୍ଦ୍ଧା ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ଦାସ, ଅଶ୍ୱିନୀ ସ୍ୱାଇଁ, ପ୍ରକାଶ ବେହେରା ଏଵଂ ଅଦୟ ଖୁଣ୍ଟିଆ , ପ୍ରକୃତି ପ୍ରେମୀ  ଦିନବନ୍ଧୁ ଭୋଇ, ସାମ୍ବାଦିକ ସରୋଜ ନାୟକ ପ୍ରମୁଖ ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ସମାଜସେବୀ ଶ୍ରୀ ରବି ମହାରଣା । ଏହି  କାର୍ଯ୍ୟକ୍ରମକୁ  ପରିଚାଳନା କରିଥିଲେ  ଯୁବ ସାମ୍ବାଦିକ ଗଗନ ଭୋଇ । ପଶୁପ୍ରେମୀ ପ୍ରଦୀପ ଦାସ, ସାମ୍ବାଦିକ ସତ୍ୟ ପ୍ରକାଶ ଦାସ, ସାମ୍ବାଦିକ ରଞ୍ଜିତ ପରିଡ଼ା , ପବ୍ଲିକ ସ୍କୁଲ ଶିକ୍ଷୟତ୍ରୀ ବନାନୀ କର୍ମକାର, ଅନିତା ଦେବୀ, ସୌମ୍ୟା ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ଭାବେ ପରିଚାଳନ କରିଥିଲେ । ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୩/୪/୨୦୨୩---୯,୧୦ Sakhigopal News,23/4/2023

Blog Archive

Popular Posts