Breaking News

ଅଳ୍ପକେ ବତ୍ତିଲେ ଚାରି ସାଙ୍ଗ, ରାସ୍ତା ତଳକୁ ଖସିଗଲା କାର

 
ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳଗୁମ ରାସ୍ତା ର ଖଣ୍ଡୁଆଳ ଛକ ନିକଟରେ ଏକ କାର ରାସ୍ତା ତଳକୁ ପଶି ଯାଇଛି। ମାତ୍ର ଏହି ଦୁର୍ଘଟଣା ରେ କାହାରି କିଛି ହୋଇନାହିଁ । ସୁଚନା ଯୋଗ୍ୟ ଯେ ଅଳଗୁମ ଜାଗୁଳାଇ ଙ୍କ ନିକଟରେ ଏକ ବଂଧୁ ମିଳନ ଅନୁଷ୍ଠିତ ହୋଇଥିଲା। ବଂଧୁ ମିଳନ ସାରି ଓଡି-୦୨-କ୍ଯୂ--୪୩୫୩ରେ  ପାଞ୍ଚ ଜଣ ବସିକି ସାକ୍ଷୀଗୋପାଳ ଆଡ଼କୁ ଫେରୁଥିଲେ। ଗାଡି ଚାଳକଙ୍କ ଅସବଧାନତ ଯୋଗୁଁ କାରଟି ରାସ୍ତା ତଳକୁ ପଶି ଯାଇଥିଲା । ମାତ୍ର ସେଠାରେ ପାଣି ନଥିବାରୁ କୈାଣସି ଅଘଟଣ ଘଟିନାହିଁ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୮/୪/୨୦୨୩---୮,୧୦ Sakhigopal News,28/4/2023

Blog Archive

Popular Posts