ଜିଲ୍ଲାସ୍ତରିୟ ଆଧାର କାର୍ଡ ସଚେତନ କାର୍ଯ୍ୟକ୍ରମ
କନ୍ଧମାଳ---- କନ୍ଧମାଳ ଜିଲ୍ଲା ର ସବୁ ବ୍ଲକ ଏବଂ NAC ରେ ନିକଟସ୍ତ ଆଧାର କେନ୍ଦ୍ର କୁ ତୁରନ୍ତ ଆଧାର ଅପଡେଟ କରିବାକୁ ଆଧାର କେନ୍ଦ୍ର ର କମ୍ପୁଟର ଲେବ ଜିଲ୍ଲା ମ୍ୟାନେଜର ସ୍ମୁତି ରଞ୍ଜନ ନାୟକ କହିଛନ୍ତି I 2014 -2015 ପରେ ଯୋଉ ବ୍ୟକ୍ତି ମାନେ ଆଧାର କାର୍ଡ ପାଇଛନ୍ତି ସେଇ ବ୍ୟକ୍ତି ମାନେ ତୁରନ୍ତ ଆଧାର ପଞ୍ଜିକରଣ କରିନିଅନ୍ତୁ । ଏବଂ ଅପଡେଟ ଡକୁମେଣ୍ଟ କୁ ଧରି ନିକଟସ୍ତ ଆଧାର କାର୍ଡ ସେଣ୍ଟର କୁ ଜାଇ ଅପଡେଟ କରିନିଅନ୍ତୁ । ନଚେତ ଏହି ଆଧାର କାର୍ଡ ଗୁଡିକ ନିଷ୍କ୍ରିୟ ହୋଇଯିବ । ଆଧାର ପଞ୍ଜିକରଣ କରିବା ଦ୍ଵାରା ସରକାରି ଯୋଜନା ଓ ସୁବିଧା ପାଇ ପାରିବେ । ଆଧାର କାର୍ଡ ରେ ଥିବା ନାମ ଏବଂ ଠିକଣା ଅପଡେଡ଼ କରିବା ପାଇଁ କହିଛନ୍ତି I ଏହା କରିବା ଦ୍ଵାରା ରେଶନ କାର୍ଡ ଏବଂ ପେନସନ ଧାରି ଗୁଡିକ ଏହାର ସୁଭିଧା ପାଇପାରିବେ I କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨୪/୪/୨୦୨୩----୨,୦୦ Sakhigopal News,23/4/2023