Breaking News

ବିଧାୟକ କୃଷି ବିଜ୍ଞାନକେନ୍ଦ୍ର ପରିସରରେ ଅକ୍ଷିମୂଠି ଅନୁକୂଳ କଲେ



ସାକ୍ଷୀଗୋପାଳ ---- ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ   ସାକ୍ଷୀଗୋପାଳ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ପବିତ୍ର ଅକ୍ଷିତୁତୃୀୟାରେ ଅକ୍ଷିମୁଠି ଅନୁକୂଳ କରିଛନ୍ତି । ଏହି ଅବସରରେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡ. ସଞ୍ଜୟ ମହାନ୍ତି ,ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, କୃଷି ଜିଲ୍ଲା ଅଧିକାରୀ ବିଷ୍ଠୁପ୍ରସାଦ ପଟ୍ଟନାୟକ, ଅତ୍ମାର ଅଧିକାରୀ ସୋଲେଶ ଦାଶ , ମହିଳା କୃଷି ଅଧିକାରୀ ନିବେଦିତା ଦ୍ୱିବେଦୀଙ୍କ ସହିତ ପେଣ୍ଠପଡା ସରପଞ୍ଚ ଚିନ୍ମୟ ରାଉତ, ଅଳଗୁମ ପଞ୍ଚାୟତର ସମିତିସଭ୍ୟା ପୁଷ୍ପାଞ୍ଜଳି ବିଶ୍ୱାଳ, ଜୟପୁର ସରପଞ୍ଚଙ୍କ ପ୍ରତିନିଧି ଦେବଦତ୍ତ ସମାନ୍ତରାୟ, ଜୟପୁର ସମିତିସଭ୍ୟ ଦୀପକ ଶତପଥୀ, ପ୍ରକାଶ ଖଟେଇ, ସୁବାଷ ପ୍ରଧାନ, ସ୍ୱାଧୀନ ଜେନାଙ୍କ ସହିତ ଚାଷୀ ମାନେ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୪/୨୦୨୩---୮,୪୦   Sakhigopal News, 23/4/2023

Blog Archive

Popular Posts