Breaking News

ଲୁଗା ଦୋକାନରେ ଅଗ୍ନିକାଣ୍ଡ; ଲକ୍ଷାଧିକ ଟଙ୍କାର ଲୁଗା ପଟା ନଷ୍ଟ

 
ଜଟଣୀ--  ଜଟଣୀ ରେଲୱେ ଗୋଲେଇ ମାର୍କେଟରେ ଥିବା H. K. Textile ଲୁଗା ଦୋକାନରେ ଅଗ୍ନିକାଣ୍ଡ l ଆଜି ଅପରାହ୍ନ ରେ ଅଗ୍ନିକାଣ୍ଡ ଘଟିଛି l ଏଥିରେ ଲକ୍ଷାଧିକ ଟଙ୍କା ମୂଲ୍ୟର ଲୁଗାପଟା ପୋଡ଼ି ପାଉଁଶ ହୋଇଯାଇଛି l ଜଟଣୀ ରୁ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ନିଆଁ କୁ ଆୟତ୍ତ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଅଗ୍ନିକାଣ୍ଡ ର କାରଣ ସଠିକ ଜଣାପଡ଼ିଥିଲେ ମଧ୍ୟ ସର୍ଟ ସର୍କିଟ ଯୋଗୁଁ ହୋଇଥାଏ ବୋଲି ଜଣାପଡିଛି।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩/୧/୨୦୨୩---୪,୫୦ Sakhigopal News,3/1/2023

Blog Archive

Popular Posts