Breaking News

୧୩୫ତମ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଜନ୍ମ ଦିବସ

କଟକ ---ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୫ତମ ଜନ୍ମ ଦିବସ  ନୟାଗଡ଼ ଜିଲ୍ଲାର ଘଡୁଆଳ ସତସଙ୍ଗ ବିହାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଗୁରୁ ଭାଇ ଓ ମା ମାନଙ୍କୁ ନେଇ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସହ ପ୍ରତି ରିତିକ ଦୁଃଶାସନ ସାହୁ ଓ ମନୋଜ କୁମାର ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅତିଥି ଭାବେ ସହ ପ୍ରତି ରିତିକ ଜିତେନ୍ଦ୍ର କୁମାର ପତି ଠାକୁରଙ୍କ ଭାବଧାରା ଉପରେ ଆଲୋଚନା କରିଥିଲେ। ଶେଷରେ  ଆନନ୍ଦ ବଜାରରେ ଉପସ୍ଥିତ ଥିବା ଶ୍ରଦ୍ଧାଳୁ ମାନେ ପ୍ରସାଦ ସେବନ କରିଥିଲେ । କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୨୨/୧/୨୦୨୩---୭,୧୦ Sakhigopal News,22/1/2023

Blog Archive

Popular Posts