Breaking News

ଟଳି ପଡ଼ିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ

ସାକ୍ଷୀଗୋପାଳ --- ଗୁଳି ମାଡ଼ରେ ବ୍ରଜରାଜ ନଗର ଗାନ୍ଧୀ ଛକରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କୁ ପୋଲିସ ଏଏସଆଇ ଗୋପାଳ ମାସ ଗୁଳିମାଡ଼ କରିଥିଲେ। ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୯/୧/୨୦୨୩---୯,୧୦ Sakhigopal News,29/1/2023

Blog Archive

Popular Posts