Breaking News

>>
  • ରାଜରାଣୀ' ଏକ୍ସପ୍ରେସ ଟ୍ରେନରୁ ଉଦ୍ଧାର ; ପରିବାର ସଦସ୍ୟଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ନିରୀହ ବାଳିକାଙ୍କୁ ବିଦେଶ ଚାଲାଣ ଅଭିଯୋଗ
  • >>
  • ଶାରୀରିକ ସୁସ୍ଥତାକୁ ପ୍ରୋତ୍ସାହିତ କରି, ଖୋର୍ଦ୍ଧା ରୋଡ୍ ହାଫ୍ ମାରାଥନ୍ , ଅର୍ଜୁନ ପୁରସ୍କାରପ୍ରାପ୍ତ ଦୂତୀ ଚାନ୍ଦ ହାଫ୍ ମାରାଥନକୁ ପତାକା ଦେଖାଇ ଶୁଭାରମ୍ଭ କଲେ
  • >>
  • ସତ୍ୟବାଦୀ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ୟୁନିଅନ୍ ସଭାପତି ଙ୍କର ସରକାରୀ ସେବା ନିବୃତ୍ତି
  • >>
  • ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
  • >>
  • ଗାଁ କୁ ଫେରିଛି ସୁରଥ ର "ସୂତାକଳ" - ବିଞ୍ଚଣା ଗାଁର ଦୁଇଭାଇଙ୍କ ନିଆରା ପ୍ରୟାସ , ସରକାରଙ୍କ ସହଯୋଗକୁ ଅପେକ୍ଷା
  • >>
  • ବିଧାନସଭା ଷ୍ଟାଣ୍ଡିଂ କମିଟିର ଭଞ୍ଜନଗର ଗସ୍ତ, ଭିତ୍ତିଭୂମି ପରଖିଲେ
  • >>
  • ଘୁମୁସର ଗବେଷଣା ପ୍ରତିଷ୍ଠାନର ପଞ୍ଚମ ବାର୍ଷିକ ସମ୍ମିଳନୀ
  • >>
  • ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ପାଇଁ ଯୁବ ଓ ଛାତ୍ର କଂଗେସ ନେତା ଙ୍କୁ ଗିରଫ
  • >>
  • ସାକ୍ଷୀଗୋପାଳ ଠାରୁ ଆରମ୍ଭ ହେଲା ବିକଶିତ କୃଷି ସଂକଳ୍ପ ଅଭିଯାନ ; କେନ୍ଦ୍ର କୃଷିମନ୍ତ୍ରୀ ‌ ଓ ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ
  • ବାବା ବଟେକସ୍ୱରଙ୍କ ପୀଠରେ ଗୀତା ଯଜ୍ଞ ସହିତ ୧୦୮ କଳସଯାତ୍ରା




    ନୟାଗଡ଼---   ନୟାଗଡ ଜିଲ୍ଲାର ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ବେଣାଗାଡ଼ିଆ ପଞ୍ଚାୟତର  ସରପୋଖରୀ ଗାଁ ରେ ଥିବା  ଆରାଧ୍ୟ ବାବା ବଟେକସ୍ୱରଦେବ ଙ୍କ ପୀଠରେ ଗୀତା ଯଜ୍ଞ ସହ108କଳସ ଯାତ୍ରା ଅନୁଷ୍ଠିତ ହେଉଛି। ସରପୋଖରୀ ଗ୍ରାମ ବାସୀ, କୁଞ୍ଜବେଲିଗ୍ରାମ ବାସୀ ଙ୍କ ମିଳିତ ଉଦ୍ୟମରେ ଆଖ ପାଖ ଅଞ୍ଚଳର ଗ୍ରାମ ମାନଙ୍କରେ ଜନ ସାଧାରଣ ଏହି କଳସ ଯାତ୍ରରେ ସାମିଲ ହୋଇଥିଲେ। କୁଆଁ ରିଆ ନଦୀରେ ପୂଜାର୍ଚ୍ଚନା ପରେ ମହିଳା ମାନେଏକ ତ୍ରିତ ହୋଇ କଳସ ମୁଣ୍ଡାଇ ଗାଁ ପରିକ୍ରମା କରିବା ପରେ ବାବା ବଟେଶ୍ୱରଙ୍କ ପୀଠରେ କଳସ ଗୁଡିକ ସ୍ଥାପନକରା ଯାଇଥିଲା। ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୭/୧/୨୦୨୩---୯,୨୫ Sakhigopal News,27/1/2023

    Blog Archive

    Popular Posts