Breaking News

ଖଣ୍ଡପଡ଼ା ଦ୍ରୁନୀତି ନିବାରଣ ସଂଘ ପକ୍ଷରୁ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ


ନୟାଗଡ଼--- ୭୪ ତମ ସାଧାରଣ ତନ୍ତ୍ର ଦିବସ କୁ ଆଜି ଖଣ୍ଡପଡ଼ା ଦ୍ରୁନୀତି ନିବାରଣ ସଂଘ ପକ୍ଷରୁ ପାଳନ କରାଯାଇଛି।ଏଥିରେ ବରିଷ୍ଠ ସଭ୍ୟ ଆର୍ତ୍ତତ୍ରାଣମିଶ୍ର ପତାକା ଉତ୍ତୋଳନ କରି ଥିଲେ । ସଂଘର ସଭାପତି ଙ୍କ ସମେତ ତିରିଶ ରୁ ଉର୍ଦ୍ଧ୍ବ ସଭ୍ୟ ଉପସ୍ଥିତ ଥିଲେ। ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୭/୧/୨୦୨୩----୯,୧୦ Sakhigopal News,27/1/2023

Blog Archive

Popular Posts