>>
  • ଖୁଣ୍ଟୁଲିପାଲି ଛକ ଠାରେ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ର ପ୍ରକଳ୍ପ ଉଦଘାଟନ
  • >>
  • ବର୍ଷାରେ ବେହାଲ ଜଟଣୀ, ନର୍ଦ୍ଦମା ଜଳରେ ଉବୁଟୁବୁ "ସୀତାରାମ ଛକ ; ସହରର ଡ୍ରେନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡିପଡିଛି
  • >>
  • ପୌର ଉପାଧ୍ୟକ୍ଷାଙ୍କୁ ଅଧ୍ୟକ୍ଷଙ୍କ ଅଣଦେଖା ; ପ୍ରତିବାଦରେ ଉପାଧ୍ୟକ୍ଷାଙ୍କ ଧାରଣା : ଧାରଣାର ୪ ଘଣ୍ଟା ପରେ ଧାରଣରୁ ଓହରିଲେ ଉପାଧକ୍ଷା
  • >>
  • ଗଞ୍ଜେଇ ଚୋରା ଚାଲାଣ ବେଳେ ୪ ଗିରଫ କରିଛି ପୋଲିସ
  • >>
  • ଦକ୍ଷିଣ ଘୁମୁସର ବନଖଣ୍ଡ ପକ୍ଷରୁ ମେଗା ରକ୍ତଦାନ ଶିବିର - ୧୦୧ ୟୁନିଟ୍ ରକ୍ତ ସଂଗ୍ରହ
  • >>
  • ଓଟିଇଟି ପରୀକ୍ଷା ପ୍ରତ୍ୟାହାର ଦାବି ନେଇ ପ୍ରାଥମିକ ଶିକ୍ଷକ ସଂଘର ଏକ ଦାବିପତ୍ର
  • >>
  • ବେଆଇନ ମଇଁଷି ଚାଲାଣ ; ୧୧ମଇଁଷି ଉଧାର , ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • >>
  • ବିଶ୍ୱ ପର୍ଯ୍ୟାବରଣ ଦିବସରେ ପ୍ଲାଷ୍ଟିକ ପ୍ରଦୂଷଣକୁ ବନ୍ଦ କରିବା ଭାରତୀୟ ରେଳବାଇର ମୁଖ୍ୟ ଲକ୍ଷ
  • >>
  • ଧର୍ମ ପରାୟଣ ମହିଳାଙ୍କ ପରଲୋକ
  • >>
  • ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ରାଜ୍ଯ ସୋସିଆଲ ମିଡିଆରେ ସାମିଲ ହେଲେ ସତ୍ୟବାଦୀ ର ଲିପ୍ତି ରଞ୍ଜନ ପ୍ରଧାନ
  • >>
  • ବଣୁଆ ହାତୀଙ୍କ ଉପଦ୍ରବ, ବିରିକୋଟରେ ଘର ଭାଙ୍ଗିଲେ
  • >>
  • ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନେମାହନ ସିଂହଙ୍କ ପରଲୋକ
  • >>
  • ପ୍ରକୃତି ବନ୍ଧୁ ସମ୍ମାନୀତ ଶିକ୍ଷକ ଦ୍ଵିତୀକୃଷ୍ଣ:ଇଣ୍ଟରନେସନାଲ୍ ସୋସିଆଲ ଅନରେବଲ୍ ଆଓ୍ଵାର୍ଡ ସହ ପାଇଲେ ଡକ୍ଟରେଟ ସମ୍ମାନ
  • >>
  • କନ୍ଧମାଳରୁ - ପୁରୀ ଗଞ୍ଜେଇ ଚାଲାଣ ; ଅବକାରୀ ବିଭାଗର ଚଢ଼ାଉ, କାର୍ ସହ ୬୦ କିଲୋ ଗଞ୍ଜେଇ ଜବତ, ଦୁଇ ଗିରଫ
  • >>
  • ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ବ୍ୟାପକ ଟିକେଟ ଯାଞ୍ଚ
  • ପାରା ଏକ୍ସଟେସନ ୱାର୍କରସ ତାଲିମ ଶିବିର ଉଦଯାପିତ



    ସାକ୍ଷୀଗୋପାଳ----- ସତ୍ୟବାଦୀ କୃଷି ବିଜ୍ଞାନ କେନ୍ଦ୍ରର ସଭାଗୃହ ପରିସରରେ କୃଷି ବିଭାଗ ପକ୍ଷରୁ ପାରା ଏକ୍ସଟେସନ ୱାର୍କରସ ତାଳିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ ଶିବିରରେ କୃଷି ଜିଲ୍ଲା ଅଧିକାରୀ ସାକ୍ଷୀଗୋପାଳଙ୍କ ଅଧିନରେ ଥିବା ଚାରିଗୋଟି କଣାସ, ଡେଲାଙ୍ଗ, ପିପିଲି ଓ ସତ୍ୟବାଦୀ ବ୍ଳକର ସହକାରୀ କୃଷି ଅଧିକାରୀ, ବ୍ଳକ କୃଷି ଅଧିକାରୀ ,ଏଟିଏମ. ବିଟିଏମ, କୃଷି ଅଧିଦର୍ଶକ, ଗ୍ରାମ୍ୟ କୃଷକ ସାଥୀ ଓ ଗ୍ରାମ୍ୟ କୃଷି ଅଧିକାରୀ ପ୍ରାୟ ୧୮୦ ଜଣ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଭାଲ୍ପେୁରୀ ଜିଲ୍ଲା କୃଷି ଅଧିକାରୀ ରମେଶ ଚନ୍ଦ୍ର ରାୟ ଯୋଗଦେଇ କାର୍ଯ୍ୟକ୍ରମରେ ସଭାପତିତବ କରିବା ସହ ଆମ ଜିଲ୍ଲାର ଚାଷୀ ମାନଙ୍କର ଉନ୍ନତି ହେଲେ ଦେଶର ଉନ୍ନତି ହେବ ଏଥିପାଇଁ ତଳ ସ୍ତରରେ ଚାଷୀ ମାନଙ୍କୁ ସିଧା ସଳକ ଭେଟୁଥିବା କୃଷି କର୍ମଚାରୀଙ୍କ ଠାରୁ ସମସ୍ତ ଅଧିକାରୀ ମାନଙ୍କର ଦାୟତ୍ୱ ବୋଲି କହିଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡଃ ସଞ୍ଜୟ କୁମାର ମହାନ୍ତି ଯୋଗ ଦେଇ ଜଣେ ଚାଷୀ କେବଳ ଧାନ ଚାଷ କରି ଆଜିର ଦିନରେ ଉନ୍ନତି କରି ପାରିବ ନାହିଁ । ସେ ତାର ଯେଉଁଦିନ ନିଜ ବୁଦ୍ଧି ଖର୍ଚ୍ଚ କରିବ ସେହି ଦିନ କୃଷିରେ ଦୁଇଗଣିତ ଲାଭ ଭାନ ହୋଇପାରିବ ବୋଲି ତାଲିମ ନେଉଥିବା କୃଷି କର୍ମଚାରୀ ମାନଙ୍କୁ କହିଥିଲେ । ସେହିପରିକୃଷି ବିଞ୍ଜାନ କେନ୍ଦ୍ରର ବୈଜ୍ଞାନିକ ମାନେ ବିଭିନ୍ନ କୃଷି ପ୍ରଶାଳୀ ଓ ଯନ୍ତ୍ରପାତି ସମ୍ମନ୍ଦରେ ବୁଝାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କୃଷି ଜିଲ୍ଲା ଅଧିକାରୀ ସାକ୍ଷୀଗେ।।ପଳରର ସୁବାଷ ଚନ୍ଦ୍ର ବେହେରା କହିଥିଲେ ଜଣେ ଚାଷୀ ନିଜସ୍ୱ ବୁଦ୍ଧି ପ୍ରୟୋଗ କରି ପାରିଲେ ସେ ନିଶ୍ଚୟ ସଫଳ ଚାଷୀ ହୋଇ ପାରିବ । ଯେପରି ନିଜ ବିହନ ନିଜେ ଚାଷ କରି ଅନ୍ୟ ଉପରେ ନିଭର ନକରି ନିଜ ବିହନ ଅନ୍ୟ ମାନଙ୍କୁ ବିକ୍ରୟ କରି ସେଥିରୁ ମଧ୍ୟ ଲାଭବାନ ହୋଇପାରିବ ସେ ସମ୍ପର୍କରେ ଆଲେଚନା କରିଥିଲେ । କୃଷି ଜିଲ୍ଲା ଅଧିକାରୀ ନିମାପଡା ଶରତ ଚନ୍ଦ୍ର ପରିଡା, କୃଷି ସହକାରୀଯନ୍ତ୍ରୀ ଶ୍ରୀକାନ୍ତ ପରିଡା,  ସତ୍ୟବାଦୀ ବ୍ଳକ କୃଷି  ଅଧିକାରୀ  କଲ୍ୟାଣ କୁମାର ରାୟ, ସହକାରୀ କୃଷି ଅଧିକାରୀ ସସ୍ମିତା ମହାନ୍ତି, ଡେଲାଙ୍ଗ ବ୍ଳକ କୃଷି ଅଧିକାରୀ ମାନସି ମଧୁବାସିନୀ ପରାୟତ, ଡେଲାଙ୍ଗବ୍ଳକର ସହକାରୀ କୃଷି ଅଧିକାରୀ ରାକେଶ କୁମାର ରାଉତ, ସତ୍ୟବାଦୀ ବ୍ଳକର ସହକାରୀ କୃଷି ଅଧିକାରୀ ହୃଦାନନ୍ଦ ସମାନ୍ତରାୟ ପ୍ରମୁଖ ଯୋଗଦେଇ କୃଷି ଓ ଚାଷୀ ମାନଙ୍କର ଉନ୍ନତି ସମ୍ପର୍କେ ଆଲେଚନା କରିଥିଲେ ।

    ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୧/୨୦୨୩---୭,୨୫   Sakhigopal News, 27/1/2023

    Blog Archive

    Popular Posts