ପୂର୍ବ ତଟ ରେଳବାଇ ମହିଳା କଲ୍ୟାଣ ସଂଗଠନ ପକ୍ଷରୁ ପୀଡ଼ିତ କର୍ମଚାରୀଙ୍କ ପାଇଁ ଆର୍ଥିକ ସହାୟତା ପ୍ରଦାନ
ଜଟଣୀ --ଶହୀଦ ଦିବସ ପାଳନ ଅବସରରେ ପୂର୍ବ ତଟ ରେଳବାଇ ମହିଳା କଲ୍ୟାଣ ସଂଗଠନ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ । ଖୋର୍ଦ୍ଧା ରୋଡ ଦ୍ଵାରା କର୍କଟ ରୋଗରେ ପୀଡ଼ିତ ଦୁଇ ରେଳ କର୍ମଚାରୀଙ୍କୁ ଆର୍ଥିକ ସହାୟତା କରାଯାଇଛି । ପୂର୍ବ ତଟ ରେଳବାଇ ମହିଳା କଲ୍ୟାଣ ସଂଗଠନ, ଖୋର୍ଦ୍ଧା ରୋଡ ର ସଭାନେତ୍ରୀ ଶ୍ରୀମତୀ ଶୁଭଲକ୍ଷ୍ମୀ ଜେନା, ପ୍ରତ୍ୟେକ କର୍ମଚାରୀଙ୍କୁ 10,000 / - ଟଙ୍କା ର ଚେକ୍ ପ୍ରଦାନ କରିଥିଲେ। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩୦/୧/୨୦୨୩-----୮,୪୫ Sakhigopal News,30/1/2023