Breaking News

ଓଡ଼ଗାଁ ନୂତନ ବିଡିଓ ହେଲେ ସନ୍ତୋଷ ଜେନା




ଓଡ଼ଗାଁ:- ଓଡ଼ଗାଁର ନୂତନ ବିଡିଓ ଭାବରେ ସନ୍ତୋଷ ଜେନାଙ୍କୁ ଦାୟିତ୍ୱ ମିଳିଛି। ଶ୍ରୀ ଜେନା ଓଡ଼ଗାଁ ଏନ୍ଏସି ର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱରେ ଥିଲେ। ଶ୍ରୀ ଜେନାଙ୍କ ବ୍ୟବହାର, କାର୍ଯ୍ୟଶୈଳୀ, ପାଇଁ ସେ ଅତି ପରିଚିତ ଓ ପ୍ରଶଂସାର ପାତ୍ର ହୋଇ ପାରିଥିଲେ । ତେବେ ଓଡ଼ଗାଁ ର ପୂର୍ବତନ ବିଡିଓ ସ୍ୱାତିଲେଖା ଦାସଙ୍କ ପଦୋନ୍ନତି ବଦଳି ପରେ ଶ୍ରୀ ଜେନାଙ୍କୁ ବିଡିଓ ଭାବରେ ଦାୟିତ୍ୱ ଦିଆଯାଇଛି।  ନୂତନ ବିଡିଓ ଭାବରେ ସନ୍ତୋଷ ଜେନାଙ୍କୁ ଦାୟିତ୍ୱ ମିଳିବା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। 

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:- ୧୯/୧/୨୩----- ୧୦-୧୫ Sakhigopal News,19/1/2023

Blog Archive

Popular Posts