Breaking News

ଅଟୋ ସହ ୩୫ କେଜି ୧ ଶହ ଗ୍ରାମ ଗଞ୍ଜେଇ ଜବତ

 
କନ୍ଧମାଳ----ବାଲିଗୁଡା ପୋଲିସ ପେଟ୍ରୋଲିଙ୍ଗ ସମୟର ମେଲିସିକିଆ ଅଭିମୁଖେ ଆସୁଥିବା ଏକ  ଅଟୋରେ ଗଞ୍ଜେଇ ନେବା ସମୟରେ ପୋଲିସ ହାବୁଡ଼ରେ ପଡିଥିଲା  । କିନ୍ତୁ ଅଟୋ ଚାଳକ ପୋଲିସ ଦେଖି ଗାଡି ଛାଡି ଚମ୍ପଟ ମାରିଥିଲା  । ଏହି ଅଟୋ ଗାଡିର ନମ୍ବର  OD 12 - A - 6530 । ପୋଲିସ ପେଟ୍ରୋଲିଙ୍ଗି ରେ ଥିବା ପୋଲିସ ଅଧିକାରି  ଏସଆଇ ଶ୍ରୀ ସାନ୍ତୁନୁ ପ୍ରଧାନ ଏହି ଗଞ୍ଜେଇ ସହ ଅଟୋ କୁ ବାଲିଗୁଡା ଥାନା କୁ ଆଣିଥିଲେ । ଗାଡି ରେ ଥିବା ଗଞ୍ଜେଇ ର ଓଜନ ପ୍ରାୟ -୩୫ କେଜି ୧ଶହ ଗ୍ରାମ ।  ପୋଲିସ ଏକ ମାମଲା ରୁଜୁ କରିଛି କେସ ନମ୍ବର 118/21 ତଦନ୍ତ ଚଲାଇଥିବା ବାଲିଗୁଡା  ଡିଏସପି ସ୍ୱରାଜ ଦେବତା ସୂଚନା ଦେଇଛନ୍ତି । କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ ୧୯/୭/୨୦୨୧---୫,୨୦।   Sakhigopal News,19/7/2021

Blog Archive

Popular Posts