Breaking News

ଅଧ୍ୟାପକଙ୍କ ମୃତ୍ୟୁ ରେ ଅଶ୍ରଳ ଶ୍ରଦ୍ଧାଜ୍ଞଳି

 


ଡେଲାଙ୍ଗ------ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ  କଲ୍ୟାଣପୁର ଯୁକ୍ତ ଦୁଇ ବିଜ୍ଞନ କଲେଜର  ଗଣିତ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ସେନାପତି (୪୨)ଙ୍କର କଟକ ମେଡିକାଲ କୋଭିଡ ଚିକିତ୍ସା କେନ୍ଦ୍ରରେ ମୃତ୍ୟୁ  ହୋଇଯାଇଛି । ତାଙ୍କର ଅକାଳ ବିୟୋଗ  ଖବର ପାଇ ଛାତ୍ରଛାତ୍ରୀ,କଲେଜ ଅଧ୍ୟାପକ ଓ କର୍ମଚାରୀ ,ବନ୍ଧୁ,ପରିବାର ବର୍ଗ ଗଭୀର ଶୋକ ପ୍ରକାଶ କରିଛନ୍ତି । ବରିଷ୍ଠ ଅଧ୍ୟାପକ  ନିରୋଦ ସାମନ୍ତରାୟ ଅଧ୍ୟକ୍ଷତାରେ ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନଟ୍ ନିରବ ପ୍ରାର୍ଥନା କରାଯିବା ସହ ପରିବାରଙ୍କୁ ଧର୍ଯ୍ୟ ଧରିବାକୁ ଗଭବାନ ସାହାସ ଦେବା ପାଇଁ ପ୍ରର୍ଥନା କରାଯାଇଥିଲା ।   ସେ ଜଣେ ଛାତ୍ରବତ୍ସଳ,ମେଳାପି,କର୍ତ୍ୟବ ନିଷ୍ଠ,ପରୋପକାରୀ ଥିଲେ ବୋଲି  ସ୍ମୃତିଚାରଣ କରି ଅଶ୍ର୍ରୁଳ ଶ୍ରଦ୍ଧାଜ୍ଞଳି ଅର୍ପଣ  କରାଯାଇଥିଲା    ଡେଲାଙ୍ଗରୁ 

Blog Archive

Popular Posts