Breaking News

ହାଇୱା ଧକ୍କାରେ ସାମ୍ବାଦିକ ଗୁରୁତର

 ସାକ୍ଷୀଗୋପାଳ,---- ପୁରୀ- ଭୁବନେଶ୍ୱର ୩୧୬ନଂ ଜାତୀୟ ରାଜପଥର ଚଣାଗୋରଡା ନିକଟ ନିଡଆ ଫାର୍ମ ନିକଟରେ ମଟର ସାଇକେଲକୁ ହାଇୱା ଧକ୍କା ଦେବାରୁ ଜଣେ କାର୍ଯ୍ୟତର ସମ୍ବାଦିକ ଗୁରୁତର ଭାବେ ଆହତ ହୋଇ ସାକ୍ଷୀଗୋପାଳ ମେଡିକାଲରେ ଚିକିତ୍ସା ହେଉଥବା ଜଣାପଡିଛି ।  ଆହତ ହୋଇଥିବା ସାମ୍ବାଦିକ ହେଲେ  ଜଗନ୍ନାଥ ଏକ୍ସପ୍ରେସର ସାମ୍ବାଦିକ ପ୍ରତାପେଶ୍ୱର ଶତପଥି ବୋଲି ଜଣାପଡିଛି । ଖବର ପାଇ ସାକ୍ଷୀଗୋପାଳ ଥାନା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୭/୨୦୨୧---୪,୫୫= Sakhigopal News, 1/7/2021

Blog Archive

Popular Posts