ସାକ୍ଷୀଗୋପାଳ --- ପୁରୀ- ଭୁବନେଶ୍ୱର ୩୧୬ନଂ ଜାତୀୟ ରାଜପଥର ପଟ୍ଟନାୟକିଆ ଛକ ନିକଟରେ ପୁରୀ= ନରେନ୍ଦ୍ରକୋଣର ଗୋପାଳ ଓଝା ଓ ରବି ଓଆର, ବିଏନ- ୨୩୩୨ଏକ ସ୍କୁଟି ଯୋଗେ ଭୁବନେଶ୍ୱର ଯାଉଥିଲେ ।ପଟ୍ଟନାୟିକିଆ ଛକ ନିକଟରେ ଭାରସାମ୍ୟ ହରାଇ ଗାଡିଟି ରାସ୍ତା ଡିଭାଇଡରେ ମାଡ ହେବାରୁ ଏହି ଦୁଇ ଜଣ ଛିଟିକି ପଡିଥିଲେ । ସେ ସମୟରେ ଜାତୀୟ ରଜପଥରେ ପୋଲିସ ପ୍ରାଟୋଲିଂ ଗାଡି ଦୁଇ ଯୁବକ ଜଣଙ୍କୁ ସାକ୍ଷୀଗୋପାଳ ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ । ପରେ ସେମାନଙ୍କୁ ପୁରୀ ପଠାଯାଇଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨/୭/୨୦୨୧---୩,୪୦, Sakhigopal News, 2/7/2021