Breaking News

ଜେନାପୁର ଠାରେ ଜଳଛତ୍ର ଖୋଲିଲା

 


 ଡେଲାଙ୍ଗ --- ଡେଲାଙ୍ଗ ଥାନା ଅନ୍ତର୍ଗତ ଜେନାପୁର ଗ୍ରାମ ପଞ୍ଚାୟତର ପୋଷଲ ଗ୍ରାମ ଛକରେ ରବିବାର ଦିନ ପଞ୍ଚାୟତ ପକ୍ଷରୁ ଏକ ପାନୀୟ ଜଳ ଯୋଗାଣ କେନ୍ଦ୍ର ଖୋଲାଯାଇଛି । ଖରା ତାତି ଦିନକୁ ଦିନ ବଡିବାରେ ଲାଗିଛି ଏହାକୁ ନଜର କରି ରବିବାର ଦିନ ଅପରାହ୍ନରେ ଜେନାପୁର ସମିତିସଭ୍ୟ ପ୍ରଭାତ କୁମାର ଜେନା କିଛି ଯୁବକ ମାନଙ୍କ ଉପସ୍ଥିତିରେ ଜଳଛତ୍ର କେନ୍ଦ୍ରକୁ ଉଦଘାଟନ କରିଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୨/୪/୨୦୨୧----୩, ୨୦

Blog Archive

Popular Posts