Breaking News

୪୫ଜଣ ଅମାନିଆ ତଣ୍ଡ ଗଣିଲେ

  ସାକ୍ଷୀଗୋପାଳ ----- ରାଜ୍ୟରେ ଏବେ କରୋନା ଉପରମୁହାଁ ରହିଛି ।  ଘରୁ ବାହାରକୁ ବାହାରିଲେ ମୁହଁରେ ମାସ୍କ ବ୍ୟବହାର କରିବା ପାଇଁ କୁହାଯାଇଛି । କିଛି ଲୋକମାନେ ଏହାକୁ ମାନୁନାହାନ୍ତି । ସତ୍ୟବାଦୀ ପୁଲିସ ୪୫ ଜଣ ଅମାନିଆଙ୍କୁ ଧରି ସେମାନଙ୍କ ଠାରୁ ୪ ହଜାର ୫ଶହ ଟଙ୍କା ଜୋରିମାନ ଆଦାୟ କରିଛି । ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଏ ଏସ ଆଇ ବୁିଦ୍ୟତ ଦେହୁରୀ, କୃଷ୍ଣଚନ୍ଦ୍ର ଦାଶ ଫୋର୍ସ ସହିତ ସାକ୍ଷୀଗୋପାଳ ବିଭିନ୍ନ ସ୍ଥାନରେ ଚଡାଉ କରିଥିବା ଜଣାପଡିଛି ।

  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୪/୨୦୨୧----୬,୨୫

Blog Archive

Popular Posts