Breaking News

୫ ଲିଟର ଦେଶୀ ମଦ ଜବତ

  ସାକ୍ଷୀଗୋପାଳ---   ଇନ୍ଦିପୁର ଗ୍ରାମର ଭଣ୍ଡାରିଦଣ୍ଡାରେ ସତ୍ୟବାଦୀ ପୋଲିସର ଏକ ଟିମ ପ୍ରାଟୋଲିଂ କରିବା ସମୟରେ ଅଲେଖ ବରାଳ( ୬୨) ଚୋରା ଦେଶୀ ମଦ ବିକ୍ରୟ କରୁଥିବା ସମ୍ପର୍କରେ ଖବର ମିଳିଥିଲା  । ଏଏସଆଇ କୃଷ୍ଣଚନ୍ଦ୍ର ଦାସ ସଦଳବଳେ ଚଡାଉ କରିଥିଲେ । ଚଡାଉ ସମୟରେ ଅଲେଖଙ୍କ ନିକଟରୁ ୫ ଲିଟର ଦେଶୀମଦ ଜବତ କରିବା ସହ ଅଲେଖଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି  ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୪/୨୦୨୧---୫,୦୨


Blog Archive

Popular Posts