Breaking News

କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଅସୁସ୍ଥ


 ଡେଲାଙ୍ଗ---- ପିପିଲି ଉପନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ପ୍ରାର୍ଥୀ ମାନଙ୍କର ପ୍ରଚାର ସେତେ ସରଗରମ ହୋଇପଡିଛି । ଅନ୍ୟ ପକ୍ଷେ ପ୍ରବଳ ଗରମ ହେଉଥିବାରୁ  କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ବେରବୋଇ ଠାରେ ପ୍ରଚାର କରୁଥିବା ସମୟରେ ଅସ୍‌ୁସ୍ଥ ଅନୁଭବ କରିଥିଲେ । ତାଙ୍କୁ ତାଙ୍କର କର୍ମୀ ମାନେ ତୁରନ୍ତ ଡେଲାଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଭତ୍ତିକରାଯାଇଛି । ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଚିକିତ୍ସା ଜାରି ରହିଥିବା ବେଳେ କଂଗ୍ରେସର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମେଡିକାଲରେ ପହଞ୍ଚି ଚିକିତ୍ସା ସମ୍ପର୍କରେ ଡାକ୍ତରଙ୍କ ସହ ଆଲେଚନା କରିବା ସହ ଆଶୁ ସୁସ୍ଥତା କାମନା କରିଛନ୍ତି । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୭/୪/୨୦୨୧---୧,୧୫

Blog Archive

Popular Posts