>>
  • ପ୍ରଧାନ ଶିକ୍ଷକ ହରେକୃଷ୍ଣ ପାତ୍ର ଙ୍କ ସମ୍ବର୍ଦ୍ଧନା ଉତ୍ସବରେ ଓଡିଶୀ ଓ ଗୁରୁ ବନ୍ଦନା
  • >>
  • ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳିତ
  • >>
  • ବାପାଙ୍କର ୭୫ ତମ ଜନ୍ମଦିନ ଧୁମଧାମରେ ପାଳିଲେ ପରିବାରର ସଦସ୍ୟମାନେ
  • >>
  • ହେରା ପଞ୍ଚମୀରେ ମା ଲକ୍ଷ୍ମୀ ରାଗରେ ରଥ ଭାଙ୍ଗିଲେ
  • >>
  • ଦୀର୍ଘ ୨୫ ବର୍ଷ ପରେ ତିନି ରଥରେ ମାଉସୀ ମା ଘରକୁ ଯାତ୍ରା କଲେ ଚତୁର୍ଦ୍ଧା ମୂର୍ତ୍ତି
  • >>
  • ଅନ୍ତର୍ଜାତୀୟ ମାଦକ ସେବନ ଓ ଅବୈଧ ମାଦକ ବ୍ୟବସାୟ ବିରୋଧୀ ଦିବସରେ ୱାଦାର ଯୁଦ୍ଧଂ ଦେହୀ ଡାକରା
  • >>
  • ଜଟଣୀ ଗଣେଶ ମହୋତ୍ସବ ପାଇଁ ଭୂମି ପୂଜନ ଅନୁଷ୍ଠିତ
  • >>
  • ଅବ୍ୟବସ୍ଥା ଘେରରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ
  • >>
  • ଦୀର୍ଘ ୨୫ ବର୍ଷ ପରେ ତିନି ରଥରେ ମାଉସୀ ଘରକୁ ଯାତ୍ରା କଲେ ଚତୁର୍ଦ୍ଧା ମୂର୍ତ୍ତି
  • >>
  • ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୭ତମ ପୂଣ୍ୟତିଥି ଅବସରରେ କର୍ମଭୂମିରେ ତିଳତର୍ପଣ
  • >>
  • ରୋଟାରୀ କ୍ଳବ ଭଞ୍ଜନଗରର ପ୍ରତିଷ୍ଠା ଦିବସ ପାଳିତ
  • >>
  • ଯୋଗ ପରିବାର ପକ୍ଷରୁ ଯୋଗ ସଚେତନତା ଶିବିର ଅନୁଷ୍ଠିତ
  • >>
  • ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଆରୋଗ୍ୟ କାମନା କରି ସାକ୍ଷୀଗୋପିନାଥ ଦେବଙ୍କ ନିକଟରେ ଶହଶହ ଦୀପଦାନ
  • >>
  • ମିଲର ଧାନ ଉଠାଉନଥିବାରୁ ଚାଷୀ ଜିଲ୍ଲାପାଳ,ବିଡ଼ିଓ,ତହସିଲଦାର ,ଥାନାର ଦ୍ୱାରସ୍ଥ ହେଲେ
  • >>
  • ବାହାଡାପଦର ହାଇସ୍କୁଲରେ ଯୋଗ ଦିବସ ପାଳିତ
  • ଏସ ଟି ଏଲ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

     
    ଜଟଣୀ-----  ମା'କାଳିକା ଯୁବକ ସଂଘ ଷଣ୍ଢପୁର ଆନୁକୂଲ୍ୟରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ୧୬ଟି ଟିମ ଅଂଶ ଗ୍ରହଣ କରିଥିଲେ । ଆଜିର ଫାଇନାଲ ମ୍ୟାଚ ରୂଲସ ମେକର ଭୁବନେଶ୍ୱର ଓ ଆର ସି ଭି ରେତଙ୍ଗ କଲୋନୀ ଜଟଣୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟଚ୍ ଜିତି ପ୍ରଥମେ ଆର ସି ଭି ଦଳ ୧୯ ଓଭର ୪ ବଲରେ ସମସ୍ତ ଉଇକେଟ ହରାଇ ୧୩୫ ରନ ସଂଗ୍ରହ କରିଥିଲା ।  ଜବାବରେ ରୂଲସ ମେକର ୭ ଉଇକେଟ ୧୯ ଓଭର ୩ ବଲରେ ୧୩୬ ରନ ସଂଗ୍ରହ କରି ୩ ଉଇକେଟରେ ବିଜୟୀ ହୋଇ ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି । ସେହିପରି ରୂଲସ ମେକର ଦଳର ଦିପୁନ ମ୍ୟାନ ଅଫ ଦି ମ୍ୟାଚ ଓ ରାଜ ମ୍ୟାନ ଅଫ ଦି ସିରିଜ ହୋଇଛନ୍ତି । ଏହି ଅବସରରେ ଆୟୋଜିତ ପୁରସ୍କାର ବିତରଣୀ ଉସ୍ଛବରେ ଖୋର୍ଦ୍ଧା ଜିଲ୍ଲା ବିଜେଡ଼ି ଉପସଭାପତି ସନ୍ତୋଷ ଜେନା,ସମ୍ପାଦକ ଅନନ୍ତ ଶତପଥୀ,କ୍ରୀଡ଼ାବିତ ରାଜକିଶୋର ସ୍ଵାଇଁ ଓ ଅଧ୍ୟାପକ ସୁଶାନ୍ତ ରାଉତ ଯୋଗଦେଇ ଚମ୍ପିୟାନ ଦଳକୁ ନଗଦ ୧୫ହଜାର ଟଙ୍କା ସହିତ ଟ୍ରଫି ଓ ରନର୍ସଅଫ ଦଳକୁ ନଗଦ ୧୦ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟକୁ ଚକ୍ରଧର ଦାସ,ଲକ୍ଷ୍ମୀକାନ୍ତ ରାଉତ ଓ ସୁଶାନ୍ତ ଦାସ ପ୍ରମୁଖ ପରିଚାଳନା କରିଥିଲେ ।
    ଜଟଣୀରୁ ଇଫତେଖାର ଅଲ୍ଲୀ , ୪/୧/୨୦୨୧----୯,୪୦

    Blog Archive

    Popular Posts