Breaking News

ଧରାକୋଟ ରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ



-ଧରାକୋଟ----ଧରାକୋଟ ରେ ବଡ଼ ଆଡ଼ମ୍ବ ରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇ ଯାଇଛି । ବ୍ଲକ ରେ ବି. ଡି.ଓ  ବିବୁଧ ଗଡ଼ନାୟକ ଙ୍କ ସହ ଯୋଗରେ  ବ୍ଲକ ଅଧ୍ୟକ୍ଷା ରୀନା ଗୌଡ଼ ପତକା ଉତ୍ତୋଳନ କରିଥିଲେ । ତହସିଲ ରେ ତହସିଲଦାର ଶ୍ରୀ କବିରାଜ ପ୍ରଧାନ ପତକା ଉତ୍ତୋଳନ କରିଥିଲେ । ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଶ୍ରୀ ବ୍ରଜ ରାଜ କର ଓ ଧରାକୋଟ ଥାନା ଅଧିକାରୀ ଶ୍ରୀ ସହଦେଵ ମହାପାତ୍ର ଓ ପ୍ରାଣୀ ଚିକିତ୍ସାଳୟ ରେ ମାନସ ରଞ୍ଜନ ପୋଲାଇ ପତକା  ଉତ୍ତୋଳନ କରିଥିଲେ । ସବୁ ସରକାରୀ ଓ ବେସରକାରୀ ଅଫିସ ମାନଙ୍କ ରେ  ପତକା ଉତ୍ତୋଳନ ପରେ ଜାତୀୟ ଗାନ କରି କୋଭିଡି ନିୟମ କୁ ପାଳନ କରି   ସାଧାରଣତନ୍ତ୍ର ଦିବସ ସୁଚାର ରୂପେ ପାଳିତ କରା ଯାଇ ଥିଲା ।ଧରାକୋଟ କାଳୁ ଚରଣ ମହାପାତ୍ର ରିପୋର୍ଟ, ୨୬.୧.୨୦୨୧-_----୪.୫୦
 

Blog Archive

Popular Posts