ସୋମନାଥ ଦେବ ବିଦ୍ୟାପୀଠର ୧୯୯୨ ବ୍ୟାଚର ବନ୍ଧୁ ମିଳନ
ପ୍ରାରମ୍ଭରେ ଦିବଂଗତ ସାଙ୍ଗକ ପାଇଁ ଦୁଇ ମିନଟ ନୀରବ ପ୍ରାର୍ଥନା କରିଥିଲେ । ମାଟ୍ରିକ ପରୀକ୍ଷାରେସବୋର୍ଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ଆଗାମୀ ଦିନରେ ପ୍ରୋସହନ ରାଶି ପ୍ରଦାନ କରିବାକୁ ବୈଠକରେ ନିସ୍ପତି ଗ୍ରହଣ କରାଯାଇଥିଲା । ଟୁଟୁ, ପୂର୍ଣ୍ଣ, ଦେବେନ୍ଦ୍ର, ମଙ୍ଗୁଳି, ମିନାକ୍ଷୀ, ରାନୁ, ସ୍ୱପ୍ନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ପୁରାତନ ଛାତ୍ରୀ ମିନାକ୍ଷୀ ପ୍ରଧାନ ଧନ୍ୟବାଦ ଦେଇଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୩୦/୧/୨୦୨୧----୬,୨୦