କଂଗ୍ରେସ ର ସାଙ୍ଗଠନିକ ବୈଠକ
ଧରାକୋଟ ----ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଧରାକୋଟ ବ୍ଲକ ନିକଟ ରୁଷିକୂଲ୍ୟ ନଦୀ ପଠା ରେ ଥିବା ମହା ପ୍ରଭୁ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ରେ କଂଗ୍ରେସ ର ସାଙ୍ଗଠନିକ ସଭା ଅନୁଷ୍ଠିତ ହୋଇଥିଲା । ବିଧାୟକ ଙ୍କ ନିର୍ଦେଶ କ୍ରମେ ବ୍ଲକ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ସୁନୀଲ କୁମାର ଚୌଧୁରୀ, ତୃଣ ମୂଳ ସ୍ଥର ରେ କିପରି କଂଗ୍ରେସ ମଜଭୁତ ହେବ ତାକୁ ଲଢୁଆ କର୍ମୀ କୁ ଆହ୍ୱାନ ଦେଇଛନ୍ତି । ଆଗକୁ କିପରି କଂଗ୍ରେସ କର୍ମୀମାନେ ଯୋଗ ଦେବେ ଏବଂ ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ର ସ୍ଥିତି ମଜଭୁତ ହବ ସେଥିନିମନ୍ତେ ଆଲୋଚନା ହୋଇ ଥିଲା । ଗରିବ ଲୋକଙ୍କୁ ସରକାର ଙ୍କ ସବୁ ସୁବିଧା କେଉଁ ଭଳି ପାଇବେ ସେଥିପାଇଁ ଦୃଢ଼ ପଦେକ୍ଷପ ନେବା ପାଇଁ ଶପଥ କରିଥିଲେ ।
ଧରାକୋଟ -କାଳୁ ଚରଣ ମହାପାତ୍ରଙ୍କ ରିପୋର୍ଟ ୨୮/୧/୨୦୨୧----୧୨,୩୦