ଶ୍ରୀପୁରୁଷୋତ୍ତମପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ
ଡେଲାଙ୍ଗ----ଶ୍ରୀପୁରୁଷୋତ୍ତମପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଳନ୍ଧର ବେହେରା ପତ୍ତକା ଉତ୍ତୋଳନ କରିଥିଲେ। ଏଥିରେ ଶିକ୍ଷୟତ୍ରୀ ବିନୋଦିନୀ ମହାପାତ୍ର ଓ ଶିକ୍ଷକ ରତ୍ନାକର ଚମ୍ପତି ଗଣତନ୍ତ୍ର ସମ୍ପର୍କ ରେ ମତ ରଖିଥିଲେ। ଶିକ୍ଷକ ସନ୍ତୋଷ କୁଣ୍ଡୁ ସଭା ପରିଚାଳନା କରିଥିଲେ । ମିହିର ମିଶ୍ର, ସତ୍ୟବ୍ରତ ମିଶ୍ର, ସ୍ନେହଲତା ସାହୁ, ବସନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ। ପରେ ପରେ ଶିକ୍ଷକ ଓ ସହକର୍ମୀ ମାନଙ୍କ ଦ୍ଵାରା ବିଭିନ୍ନ ଫୁଲ ଗଛ ଇକୋ କ୍ଲବ୍ ବଗିଚାରେ ଓ ପରିବା ଗଛ କିଚେନ୍ ଗାର୍ଡେନ ରେ ଲଗାଯାଇଥିଲା । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ,୨୮/୧/୨୦୨୧-----୧୨,୧୦