>>
  • ମୁଖ୍ୟ ରାସ୍ତାର ମଝିରେ ପୂର୍ତ୍ତ ବିଭାଗର "କଲଭର୍ଟ' ନିର୍ମାଣ, ବିପଦକୁ ନିମନ୍ତ୍ରଣ; ଜନ ଅସନ୍ତୋଷ
  • >>
  • ମା ଦକ୍ଷିଣକାଳୀ ଙ୍କୁ ଦର୍ଶନ କଲେ ପିସିସି ସଭାପତି
  • >>
  • ବିକଶିତ ଓଡ଼ିଶାର ଲକ୍ଷ୍ୟ ପୂରଣ ପାଇଁ କୃଷି ଓ କୃଷକମାନଙ୍କ ରହିଛି ବଳିଷ୍ଠ ଭୂମିକା - ମୁଖ୍ୟମନ୍ତ୍ରୀ
  • >>
  • ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଯାଞ୍ଚକୁ ନେଇ ଅସାଧୁ ବ୍ୟବସାୟୀ ମହଲରେ ଛନକା
  • >>
  • ଭଞ୍ଜନଗର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମିଳିତ ଅଭିଯୋଗ ଶୁଣାଣୀ
  • >>
  • ଭଞ୍ଜନଗର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବୈଠକ
  • >>
  • ଜନ୍ମ ଦିନ ପାଳନ କଲେ ଜରା ନିବାସରେ; କେକ କାଟି ଅନ୍ତେବାସୀଙ୍କ ସହ ସମୟ କାଟିଲେ
  • >>
  • ଘୁମୁସର ବିକାଶ ପରିଷଦ ର ସମୀକ୍ଷା ବୈଠକ ଅନୁଷ୍ଠିତ
  • >>
  • ଭଞ୍ଜନଗରରେ ରଜ କୁଇନ୍-୨୦୨୫ ଅଡିସନ୍ ଆରମ୍ଭ
  • >>
  • ସୂର୍ଯ୍ୟ ଆଳତି ଟ୍ରଷ୍ଟ ପକ୍ଷରୁ ଚନ୍ଦ୍ରଭାଗାରେ ସୂର୍ଯ୍ୟ ଆଳତି ଅନୁଷ୍ଠିତ
  • >>
  • ନୂତନ ଡ୍ରେନନିର୍ମାଣରେ ଅନିୟମିତତା ଅଭିଯୋଗ; ବେନିୟମ ଦୋକାନ ଉଚ୍ଛେଦ ନ କରି ଦୋକାନ ଭିତରେ ଡ୍ରେନ ନିର୍ମାଣ
  • >>
  • ଡେଲାଙ୍ଗ ସରକାରୀ ବାଳିକା ବିଦ୍ୟାଳୟ ପାଇଲା "ପ୍ରକୃତି ମିତ୍ର" ପୁରସ୍କାର
  • >>
  • ଶିକ୍ଷକଙ୍କ ଅକାଳ ବିୟୋଗରେ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଲେ ଶିକ୍ଷକ ବୃନ୍ଦ
  • >>
  • ନିମାପଡା ଥାନା ସମ୍ମୁଖରେ କଂଗ୍ରେସ ପକ୍ଷରୁ ଧାରଣା ; ଦାବିପତ୍ର ଦେବା ପରେ ଧାରଣା ପ୍ରତ୍ୟାହୃତ
  • >>
  • ବହୁ ଆଡମ୍ବର, ଲଘୁ କ୍ରିୟା" - ନିଃଶ୍ବାସକୁ ବି ପ୍ରତାରଣା.ଅଚଳ ହୋଇପଡିଛି, ଭଂଜନଗର ମେଡିକାଲର ଅକ୍ସିଜେନ୍ ପ୍ଲାଣ୍ଟ ; ଇଏ ହେଉଛି ଡବଲ ଇଞ୍ଜିନି ସରକାର
  • ସୁଆଣ୍ଡୋରେ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୂତି


     ସାକ୍ଷୀଗୋପାଳ ------ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ସୁଆଣ୍ଡୋ ଗ୍ରାମରେ କୋଭିଡ-୧୯ ଆଇନ ଅନୁଯାୟୀ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ଇଷ୍ଟଦେବୀ ମା ଜାଗେଶ୍ୱରୀ ଠାକୁରାଣୀଙ୍କ ପୀଠରେ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଯଜ୍ଞର ପ୍ରଥମ ଦିବସରେ ଅଙ୍କୁରାରୋପଣ, ସୂର୍ଯ୍ୟପୂଜା, ଗୋପୂଜା, ଘଟସ୍ଥାପନ, ଭୂମି ଶୋଧନ, ମାତୃପୂଜା ଆଦି କରାଯାଇ ଅଗ୍ନିସ୍ଥାପନ ଓ ପଣ୍ଡିତ ମାନଙ୍କ ଦ୍ୱାରା ଯଜ୍ଞ କର୍ମ କରାଯାଇଥିଲା । ଅନୁଷ୍ଠିତ ଯଜ୍ଞରେ ସୁଧୀର କୁମାର ଦାଶ କର୍ତ୍ତା ଓ ଗାୟତ୍ରୀ ଦାଶ କର୍ତ୍ତ୍ରୀ ଭାବେ ରହିଥିଲେ । ଏହି ଅବସରରେ ଗ୍ରାମର ସମସ୍ତଙ୍କ ଦାଣ୍ଡ ପିଣ୍ଡାରେ କଳସ ଓ ଦୀପପ୍ରଜ୍ୱଳନ କରାଯାଇଥିଲା । ଏହି ଅବସରରେ ଗ୍ରାମର କିଛି ମହିଳା ପୁରଷ ଯଜ୍ଞର ପୂର୍ଣ୍ଣାହୁତି ହେବା ପର୍ଯ୍ୟନ୍ତ ଉପବାସ କରି ରହିଥିଲେ । କେତେକ ହବିଷାନ୍ନରେ ରହିଥିଲେ । ପଣ୍ଡିତ ନୃସିଂହ ଚରଣ ନନ୍ଦ, ନାରାୟଣ ମହାପାତ୍ର, ଅକ୍ଷୟ କୁମାର ମିଶ୍ର, ଲକ୍ଷ୍ମୀକାନ୍ତ ନନ୍ଦ, ନବ କିଶୋର ମିଶ୍ର, ବାସୁଦେବ ମିଶ୍ର ଓ ପୂର୍ଣ୍ଣଚନ୍ଦ୍ର ଶତପଥି ପ୍ରମୁଖ ପଣ୍‌ଡିତ ମାନେ ଯଜ୍ଞ କର୍ମ କାର୍ଯ୍ୟ ସମ୍ପାଦନ କରିଥିଲେ ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୧୯/୧/୨୦୨୧---୬,୨୦

    Blog Archive

    Popular Posts