ମାସ୍କ ବ୍ୟବହାର କରୁନଥିବା ବ୍ୟକ୍ତିଙ୍କ ଠାରୁ ଜରିମନା ଆଦାୟ
ବେଗୁନିଆ ―ବେଗୁନିଆ ତହସିଲଦାର ବିବେକାନନ୍ଦ ପରିଡା ଶନିବାର ଦିନ ବାଘମାରୀ ଠାରେ ୩୫ ଜଣ ମାସ୍କ ବ୍ୟବହାର କରୁ ନଥିବା ବ୍ୟକ୍ତିଙ୍କ ଠାରୁ ୭ ହଜାର ଟଙ୍କା ଜରିମନା ଆଦାୟ କରାଯାଇଥିବା ସୁଚନା ଦେଇଛନ୍ତି । ଏହି ଚଢ଼ାଉ ସମୟରେ ବାଘମାରୀ ଥାନା ଏଏସଆଇ ପୂର୍ଣ୍ଣ ଚନ୍ଦ୍ର ଜେନା ଉପସ୍ଥିତ ରହିଥିଲେ । ଏହି ଘଟଣାକୁ ନେଇ ସଧାରଣରେ ଭୟ ସୃଷ୍ଟି ହୋଇଛି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା