ପାରିବାରିକ କଳହ ଯୋଗୁ ଯୁବକ ବିଷପାନ କରି ମୃତ୍ୟୁ
ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଓଡତରବୋଇ ଗ୍ରାମର ଗାଣ୍ଡୁ ସେଠୀଙ୍କ ପୁତ୍ର ପିଣ୍ଟୁ ସେଠୀ ( ୨୫)ଙ୍କର ମୃତ୍ୟୁ ହୋଇ ଯାଇଛି । ସୁଚନା ଯୋଗ୍ୟ ଯେ ପାରିବାରିକ କଳହ ଯୋଗୁ ପିଣ୍ଟୁ ବିଷ ପାନ କରି ମୃତ୍ୟୁ ଘଟିଥିବା ଜଣାପଡିଛି । ଡେଲାଙ୍ଗ ପୋଲିସ ଶବ ଜବତ କରି ୧/୨୦୨୦ରେ ଏକ ଅପମୃତ୍ୟୁ କେସରୁଜ କରି ଶବ ବ୍ୟବଛେଦ କରିବା ପରେ ତାଙ୍କ ପରିବାରଙ୍କ ହସ୍ତାନ୍ତର କରିଛି । ଅନ୍ୟ ପକ୍ଷେ ଏହି ମୃତ୍ୟୁ ଘଟଣାର ତଦନ୍ତ ଜାରି ରହିଛି ବୋଲି ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ଠାରୁ ପ୍ରକାଶ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି