Breaking News

୭୧ ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା


ପୁରୀ----- ୭୧ ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳାରେ ଲାଲ କିଲ୍ଲା, ଇଣ୍ଡିଆ ଗେଟ ଏବଂ ବିଭିନ୍ନ ମାଉଣ୍ଟେନ ମାନଙ୍କରେ କିପରି ଆମର ଜାତୀୟ ପତାକା ତ୍ରୀରଙ୍ଗା ର ଧ୍ଵଜା ଉଠାଇଛନ୍ତି । ଏବଂ ସାରା ଦେଶ ଗଣତନ୍ତ୍ର ଦିବସକୁ ଅତି ଉତ୍ସାହ ର ସହିତ ପାଳନ କରୁଛନ୍ତି ତାହା ତାଙ୍କ ବାଲୁକା କଳା ମାଧ୍ୟମରେ ଜଣାଇଛନ୍ତି । ବାଲୁକା କଳା ରେ ତାଙ୍କର ଦେଶଭକ୍ତି ର ଝଲକ ଦେଖାଇବା ସହିତ ପ୍ରତ୍ୟେକ ଭାରତୀୟ ନିଜ ଦେଶ ପାଇଁ ନିଷ୍ଠାବାନ ହେବା ଦରକାର ର ବାର୍ତ୍ତା ଦେଇଛନ୍ତି। ଏହି ବାଲୁକା କଳାଟି ୧୫ ଫୁଟ୍ ଓସାର ବିଶିଷ୍ଟ ଏବଂ ଏହାକୁ ନିର୍ମାଣ କରିବାପାଇଁ ୭ ଘଣ୍ଟା ସମୟ ଓ ୧୫ ଟନ୍ ବାଲି ଉପଯୋଗ କରାଯାଇଛି। ପୁରୀ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts