Breaking News

ବେବିନା କୋକାନଟ ସମବାୟ ସମିତି ପକ୍ଷରୁ ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ


D senapati
Sakhigopal 
 ସାକ୍ଷୀଗୋପାଳ--- ସାକ୍ଷୀଗୋପାଳ ସାଣ୍ଢରା ଗ୍ରାମ ପଞ୍ଚାୟତରେ ଗଡି ଉଠିଥିବା ବେବିନା କୋକାନଟ ସମବାୟ ସମିତି ପରିସରରେ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ।  ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ପ୍ରଦୀପ ନାୟକ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଙ୍ଗାଧର ଛାଟୋଇ, ସୁରେନ୍ଦ୍ର ଦାସ, ଶ୍ରୀକାନ୍ତ ନାୟକ ଓ ସୋମନାଥ ଜେନା ପ୍ରମୁଖ ଯୋଗଦେଇଥିଲେ ।
ସାକ୍ଷୀଗୋପାଳରୁ ପୂର୍ଣ୍ଣନନ୍ଦ୍ର ତ୍ରିପାଠୀ 

Blog Archive

Popular Posts