Breaking News

କାର ପିଟିଲା ମଟର ସାଇକେଲକୁ ; ଦୁଇ ଜଣ ଗୁରୁତର


 B Mohapatra
Pipili
ପିପିଲି-- ପୁରୀ- ଭୁବନେଶ୍ୱର ୩୧୬ ଜାତୀୟ ରାଜପଥର ତରାକାଜ ଠାରେ ମଟର ସାଇକେଲର ପଛକୁ ପଟିଥିଲା ଏକ କାର । ଯାହାକି ମଟର ସାଇକେଲ ଚାଳକ ଜଣଙ୍କ ଅଳ୍ପ ଆହତ ହୋଇଥିବା ବେଳେ ମଟର ସାଇକେଲ ପଛରେ ବସିଥିବା ବ୍ୟକ୍ତି ଜଣଙ୍କ ଗୁରୁତର ହୋଇ ଭୁବନେଶ୍ୱର ମେଡିକାଲରେ ଚିକିତ୍ସା ହେଉଥିବା ଜଣାପଡିଛି । ପିପିଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗସ୍ତ ଗାଡି ଦୁଇଟିକୁ ଜବତ କରି ତଦନ୍ତ କରୁଥିବା ଜଣାପଡିଛି ।
 ପିପିଲରୁ ବିଜୟ କୁମାର ମହାପାତ୍ର 

Blog Archive

Popular Posts