ଅଭିନବ ଉପାୟରେ ସାଧାରଣତନ୍ତ୍ର ଦିବସକୁ ସ୍ୱାଗତ
କୋଣାର୍କ ---- ୭୧ତମ ସାଧାରଣତନ୍ତ୍ର ଦିବସ ପାଳନର କିଛି ସମୟ ଆଗରୁ ଓଡିଶା ଚାରୁ ଓ କାରୁ କଳା ମହାବିଦ୍ୟାଳୟ ପୁରୀର ଛାତ୍ରୀମାନଙ୍କ ପକ୍ଷରୁ ଅଭିନବ ଉପୟରେ ସାଧାରଣତନ୍ତ୍ର ଦିବସକୁ ସ୍ୱାଗତ କରିଛନ୍ତି । ମହାବିଦ୍ୟାଳୟର ଅଧ୍ୟକ୍ଷ ଦୁର୍ଗା ମାଧବ କରଙ୍କ ନେତୃତ୍ୱରେ ମହାବିଦ୍ୟାଳୟର ସ୍ନାତକ ଶ୍ରେଣୀର ପ୍ରଥମ ବର୍ଷର ଦୃଶ୍ୟମାନ ଛବି ବିଭାଗର ଛାତ୍ରୀ ସୁଭଶ୍ରୀ ହୋତା, ସଞ୍ଜନା ସାହୁ ଓ ମାଧୁରୀ ନାୟକ ନିଜ ନିଜ ମୁଖ ମଣ୍ଡଳରେ ଭାରତର ଜାତୀୟ ପତ୍ତାକାକୁ ଆଙ୍କି ନିରବ ସ୍ୱାଗତ କରିଥିଲେ ।
କୋଣାର୍କରୁ ଅଜିକ କୁମାର ମଲିକ
କୋଣାର୍କରୁ ଅଜିକ କୁମାର ମଲିକ