Breaking News

ଭୁବନେଶ୍ୱରରେ ଜବର ଦଖଲ ଉଛେଦ



P Thiparti
B B S R

ଭୁବନେଶ୍ୱର--- ବରଗଡ ବିଟ୍ କଲୋନି ନିକଟରେ କେତକ ବ୍ୟକ୍ତି ବିଶେଷ ମାନେ ବେଆଇନ ଭାବେ  ଅନେକ ଦିନ ହେବ ଘର କରି ରହି ଆସୁଥିଲେ । ଆଜି ଭୁବନେଶ୍ୱର ବିଏମସି ,ବିଡିଏ ଅଧିକାରୀ ମାନେ ପୋଲିସର ସହଯୋଗରେ ସତ୍ୟ ସେବା ଆଶ୍ରମ ଓ ପାଖରେ ଥିବା କେତକ ଘର ଗୁଡିକ ଜେସିବି ସହଯୋଗରେ ଭାଙ୍ଗିଥିବାର ଦେଖାଯାଇଥିଲା ।
 ପୂର୍ଣ୍ଣାନନ୍ଦ ତ୍ରିପାଠୀ  

Blog Archive

Popular Posts