Breaking News

ଦୁର୍ଘଟଣାରେ ୨ ଜଣ ଶିକ୍ଷୟିତ୍ରୀ ମୃତ


 ପିପିଲି----ପିପିଲି ଥାନା ଅନ୍ତର୍ଗତ ତେଇସିମାଇଲି ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି । ଏଥିରେ ୨ ଜଣ  ଶିକ୍ଷୟିତ୍ରୀଙ୍କର ମୃତ ହୋଇଯାଇଛି। ମୃତ ଶିକ୍ଷୟିତ୍ରୀ ହେଲେ ଶୁଭଲକ୍ଷ୍ମୀ ପରିଡା, ସ୍ନେହଲତା ସାହୁ। ସ୍କୁଟି ରେ ଯାଉଥିବା ବେଳେ  ଟାଟା ଏସି ଧକ୍କା ଦେଇଥିଲା।ପୁରୀ ଜିଲ୍ଲା ଦାଣ୍ଡମୁକୁନ୍ଦପୁର ପୀତବାସ ୟୁଜିଏମଇ ସ୍କୁଲ ର ଦୁଇ ଜଣଯାକ ଶିକ୍ଷୟିତ୍ରୀ ଅଟନ୍ତି ।
ପିପିଲି ରୁ ବିଜୟ କୁମାର ମହାପାତ୍ର

Blog Archive

Popular Posts