Breaking News

୨୦୨୦ ବର୍ଷ ରେ ବହ୍ମକମଳ ଫୁଲ ଫୁଟିଲା


 ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର ବଳଭଦ୍ର ମହାପାତ୍ରଙ୍କ ଅଗଣାରେ ନୂତନ ବର୍ଷରେ ଦୁଇଟି ବହ୍ମକମଳ ଫୁଲ ଫୁଟିଛି । ଗତବର୍ଷ ସେହିପରି ତାଙ୍କ ଅଗଣାରେ ଥିବା ବ୍ରହ୍ମକମଳ ବହୁ ପରିମାଣର ଫୁଟିଥିଲା । ଏ ବର୍ଷ ବର୍ଷ ଆରମ୍ଭରୁ ଫୁଲ ଫୁଟିବା ଆରମ୍ମ କରିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି  

Blog Archive

Popular Posts