Breaking News

ଜମିଜମା ବିବାଦ କୁ ନେଇ ଗ୍ରାମବାସୀମାନେ ପୋଲିସ କୁ ଅଟକ ରଖିଲେ


 J Sehti
Puri
ପୁରୀ- ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ବେଣିପୁରି ଗ୍ରାମରେ ଜଗବନ୍ଧୁ ରାଉତ  ଏବଂ ପୂର୍ଣ୍ଣ ଚନ୍ଦ୍ର ପରିଡା ମଧ୍ୟରେ  ବିବାଦ ଲାଗିବାରୁ ଉଭୟ ପକ୍ଷରୁ ଗୋପ ଥାନାରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା ।  କିନ୍ତୁ ପୋଲିସ ବାବୁ  ଗ୍ରାମର ମୁଖିଆ ଙ୍କୁ ଏହାର ସମାଧାନ ପାଇଁ ଦାଇତ୍ୱ ଦେଇଥିଲେ । କିନ୍ତୁ ସୁଫଳ ମିଳିନଥିଲା । ପରେ ଜଗବନ୍ଧୁ ରାଉତ ଜବର ଦସ୍ତ ଘର ତୋଳିବା ଆରମ୍ଭ କରିଥିଲେ। ଏହାର ପ୍ରତିବାଦରେ ଅପର ପକ୍ଷ ପୂର୍ଣ୍ଣଚନ୍ଦ୍ର ଥାନାରେ ଅଭିଯୋଗ କରିଥିଲେ । ଥାନା ଅଧିକାରୀ ସମେତ ଦୁଇ ଜଣ ଏଏସଆଇ ଏବଂ ଚାରି କନେଷ୍ଟବଳ ଘଟଣା ସ୍ଥଳରେ ପହଞ୍ଚିବାରୁ  ଗ୍ରାମ ବାସୀ ସହିତ ଜଗବନ୍ଧୁ ପରିବାର  ପାଞ୍ଚ ରୁ ଛ ଘଣ୍ଟା ଧରି ପୋଲିସ କୁ ଅଟକ ରଖିଥିବା ଜଣାପଡିଛି ।
 ପୁରୀ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts