Breaking News

ଜୟପୁର ଛକରେ ତ୍ରିନାଥ ମନ୍ଦିର ପ୍ରତିଷ୍ଠା


ସାକ୍ଷୀଗେ।।ପଳ----ପୁରୀ- ଭୁବନେଶ୍ୱରର ୩୧୬ନଂ ଜାତୀୟ ରାଜପଥର ଜୟପୁର ଛକରେ ତ୍ରିନାଥ ମନ୍ଦିର ପ୍ରତିଷ୍ଠା ହୋଇଯାଇଛି । ଏହି ଅବସରରେ ପଣ୍ଡିତ ଭାଷ୍କର ଚନ୍ଦ୍ର ପଣ୍ଡାଙ୍କ ତତ୍ୱବଧାନରେ ଯଜ୍ଞ ଓ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ କରାଯାଇଥିଲା । ଚକ୍ରଧରନ ମିଶ୍ର, ସନ୍ତୋଷ କୁମାର ପଣ୍ଡା ଓ ରବୀନ୍ଦ୍ର କୁମାର ଶତପଥୀ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ପୂର୍ଣ୍ଣାନନ୍ଦ ତ୍ରିପାଠୀ  

Blog Archive

Popular Posts