 |
puri |
ପୁରୀ-----ମୁହଁ ଖୋଳିଲେ ପୁଣି ପିଡିତା, ବଳଙ୍ଗା ଏଏସଅ।ଇଙ୍କ ଦ୍ଵାରା ଦୁଷ୍କର୍ମର ଶୀକାର ହୋଇଥିବା ପିଡିତା ପୁଣି ପୋଲିସ ବିରୁଦ୍ଧରେ ମୁହଁ ଖୋଲିଛନ୍ତି। ପିଡୀତା କୁ ଦୁଷ୍କର୍ମ ହୋଇନଥିବା ଜିଲ୍ଲା ପୋଲିସ ପକ୍ଷରୁ ସଫେଇ ଦେବାର କିଛି ଘଣ୍ଟା ନ ବିତୁଣୁ ପୁଣି ମୁହଁ ଖୋଲିଛନ୍ତି ପିଡିତା। ମୋତେ ଦୁଷ୍କର୍ମ କରାଯାଇଛି, ମୁଁ କେବଳ ଡାକ୍ତରୀ ମାଇନା କୁ ମନା କରିଥିଲି ବୋଲି ପିଡୀତା କହିଛନ୍ତି । ପୋଲିସ ମିଛ କହୁଛି ବୋଲି କହିଛନ୍ତି ପିଡୀତା । ତେବେ ଗତକାଲି ପିଡୀତାଙ୍କ ବୟାନ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ରେକର୍ଡ ହୋଇଥିବା ବେଳେ ଅଭିଯୁକ୍ତ ହୋଇଛି । ଏଏସଅ।ଇ ଚିତ୍ତ ରଜଂନ ଦାଶଙ୍କୁ ପୋଲିସ ଚାକିରୀରୁ ନିଲମ୍ଵନ କରିଥିବା ସୂଚନା ମିଳିଛି । ସେପଟେ ଏହି ଘଟଣାରେ ବାରମ୍ଵାର ବୟାନ ବାଜି ରେ ପରିବର୍ତ୍ତନ ଆସୁଥିବାରୁ ମାମଲା ନୂଅ।ମୋଡ ଅ।ଡେ ଗତି କରୁଛି ।