Breaking News

ଦୁବୁର୍ତ୍ତ ମାନେ ଗ୍ୟାସ କଟରରେ କାଟି ଲୁଟିଲେ ବ୍ୟାଙ୍କ


 D Senapati
BBSR News

 ଭୁବନେଶ୍ୱର-----    ଖୋର୍ଦ୍ଧା ଜିଲ୍ଲା ସିକୋ ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ ବଡ଼ ଧରଣର ଡକାୟତି ହୋଇଛି ।       ଦୁୁୁୁୁୁୁୁବୁର୍ତ୍ତ୍ତ୍ତ୍ତ୍ତ୍ତ୍। ମାନେ  ବ୍ୟାଙ୍କ ପଛପଟ ଝରକାକୁ ଗ୍ୟାସ କଟର  ସାହାଯ୍ୟରେ କାଟି ଲୁଟିଲେ ଦୁର୍ବୁତ।ଘଟଣାସ୍ଥଳରେ ଖୋର୍ଦ୍ଧା ଏସପି  ଓ ଜଙ୍କିଆ ଥାନା ଅଧିକାରୀ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି।  ଧୀରେନ୍ଦ୍ର ସେନାପତି

Blog Archive

Popular Posts