କାନ୍ଥ ଓଲଟି ଦୁଇ ଆହତ
ଡେଲାଙ୍ଗ------ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବେରବୋଇ ପଞ୍ଚାୟତରେ କାନ୍ଥ ଓଲଟିବା ଯୋଗୁ ରାଜେଶ କୁମାର ସେଠୀ, ଶ୍ଯାମ ସୁନ୍ଦର ସେଠୀ ସାମାନ୍ୟ ଆହତ ହୋଇଛନ୍ତି । ଶରତ ଚନ୍ଦ୍ର ସେଠୀ ଙ୍କ ଘର ଭୁଶୁଡ଼ି ଯାଇଚି। ଆହତ ହୋଇଥିବା ବ୍ୟକ୍ତି ମାନେ ଘରୋଇ ଡାକ୍ତରଖାନା ରେ ଚିକିତ୍ସିତ ହୋଇ ଘରକୁ ଫେରି ଥିବା ସୂଚନା ମିଳିଛି। ସୁଚନା ଯୋଗ୍ୟଯେ ବାତ୍ୟା ସମୟରେ ଏହି ଘର ଗୁଡ଼ିକ ପବନରେ ଦୋହରାଇ ଦେଇଥିଲା । ଲଗାଣ ବର୍ଷା ଯୋଗୁଁ କାନ୍ଥ ଗୁଡ଼ିକ ମନ୍ତେଇ ଯିବାରୁ ଓଲଟି ପଡୁଥିବା ଜଣାପଡ଼ିଛି ।