Breaking News

ଛାତ ଘରୁ ନାଗସାପ ଉଦ୍ଦାର


D Senapati
Delang News
ଡେଲାଙ୍ଗ ---- ଡେଲାଙ୍ଗ ଥାନା ଅନ୍ତର୍ଗତ ବେରବୋଇ ରାଉତସାହିର ବ୍ରହ୍ମାନନ୍ଦ ମହାନ୍ତିଙ୍କ ସିଡି ଘର ତଳେ ଏକ ନାଗ ସାପ ଥିବାର ପରିବାର ଲୋକମାନେ ଦେଖିଥିଲେ  । ସାପଟି କେଉଁଆଡେ ନ ଯାଇ ସେଠାରେ ସେହିପରି ରହିଥିଲା  ।  ଶେଷରେ ଉଦୟପୁର ଗ୍ରାମର ସାପଧରାଳି ପ୍ରହଲ୍ଲାଦ ପ୍ରଧାନଙ୍କୁ ଫୋନ ମାଧ୍ୟମରେ ଖବର ଦିଆଯାଇଥିଲା  । ଖବର ପାଇ ଶ୍ରୀ ପ୍ରଧାନ ସେଠାରେ ପହଞ୍ଚି ନାଗ ସାପଟିକୁ ଧରି ପାଖ ଜଙ୍ଗଲରେ ଛାଡି ଦେଇଥିଲେ  ।
ଡେଲାଙ୍ଗରୁ ଧୀରେନ୍ଦ୍ର ନାଥ ସେନାପତି

Blog Archive

Popular Posts