Breaking News

ସତ୍ୟବାଦୀ ପ୍ରଶାସନ ପକ୍ଷରୁ ମଠସାହିରେ ଥିବା ଏକ ଘର ଉଛେଦ ସମୟରେ ଉତ୍ତେଜନା

 ସାକ୍ଷୀଗୋପାଳ---- ସତ୍ୟବାଦୀ ପ୍ରଶାସନ  ପକ୍ଷରୁ  ମଠସାହିରେ ଏକ ଘର ଭଙ୍ଗା ସମୟରେ ଉତ୍ତେଜନା ପ୍ରକାଶ ପାଇଛି । ଉକ୍ତ ପରିବାର ପକ୍ଷରୁ ୨୦ ଜଣ ମହିଳା ପୁରୁଷ ଜେସିପି ଆଗରେ କିରୋସିନ ଓଜାଡି  ବସି ରହିଛନ୍ତି । କେତେବେଳେ କଣ ଘଟିବ ତାହା କହି ହେବ ନାହିଁ । ଏଠାରେ ଶହ ଶହ ଲୋକମାନେ କ'ଣ ଘଟିବ ତାହା ଦେଖିବାକୁ ଅପେକ୍ଷା କରିଛନ୍ତି ।

satyabadi news mathasahi jabara dakhal uchheda
ସତ୍ୟବାଦୀ ପ୍ରଶାସନ  ପକ୍ଷରୁ ମଠସାହିରେ ଥିବା ଏକ ଘର ଉଛେଦ ସମୟରେ ଉତ୍ତେଜନା
 ସାକ୍ଷୀଗୋପାଳ ନିଉଜ ପକ୍ଷରୁ ଧୀରେନ୍ଦ୍ର ସେନାପତି
sakhigopal news
satyabadi news

Blog Archive

Popular Posts