Breaking News

ଜୁଆ ଆଡ୍ଡା ଉପରେ ଚଢାଉ;୬୮ ଜଣ ଗିରଫ

  ବ୍ରହ୍ମପୁର----   ବ୍ରହ୍ମପୁର-ସହରରେ ଥିବା ବିଭିନ୍ନ ଜୁଆ ଆଡ୍ଡା ଉପରେ ବଡ଼ ଧରଣର ଚଢ଼ାଉ କରାଯାଇଛି । ୭ଟି ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି ୬୮ ଜଣ ଜୁଆଡିଙ୍କୁ ଗିରଫ କରିଛି । ୨୫ ଟି ମୋବାଇଲ, ୨ଲକ୍ଷ 25ହଜାର ଟଙ୍କା ପୋଲିସ ଜବତ କରିଥିବା ସୂଚନା ମିଳିଛି ।

ଧୀରେନ୍ଦ୍ର ସେନାପତି

Blog Archive

Popular Posts