Breaking News

ରାଜ୍ୟରେ ଏ ବର୍ଷ ଶୀତ ଡେରିରେ ଆସିବ

ଭୁବନେଶ୍ବର ------- ଏଥର ଶୀତ ଡେରିରେ ଆସିବ, ନଭେମ୍ବର ଦ୍ୱିତୀୟ ସପ୍ତାହରୁ ଥଣ୍ଡା ପଡ଼ିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ଚଳିତବର୍ଷ ମୌସୁମୀ ବର୍ଷା ବିଳମ୍ବରେ ଆରମ୍ଭ ହେଲା । ଅକ୍ଟୋବର ଶେଷ ସପ୍ତାହ ଯାଏ ବର୍ଷା ଲାଗି ରହିଲା । ସେହିପରି ଶୀତ ମଧ୍ୟ ବିଳମ୍ବରେ ପଡ଼ିବ ଏବଂ ଫେବୃଆରୀ ଶେଷ ଯାଏ ଶୀତ ଲାଗି ରହିବ ବୋଲି ପାଣିପାଗ  ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ।
 ଧୀରେନ୍ଦ୍ର ସେନାପତି

Blog Archive

Popular Posts