ଅଁଳାନବମୀ ଉପଲକ୍ଷେ ସତ୍ୟବାଦୀରେ ବିଦ୍ୟୁତ କାଟ
ସାକ୍ଷୀଗୋପାଳ--- ପବିତ୍ର ଅଁଳାନବମୀ ଓ ୩୩ କେଭି ବିଦ୍ୟୁତର ମରାମତି ପାଇଁ ସାକ୍ଷୀଗୋପାଳରେ ବିଦ୍ୟୁତ କାଟ କରାଯିବ ବୋଲି ଜଣାପଡିଛି । ସକାଳ୮ ଘଟିକା ଠାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ କାଟ କରାଯିବ ବୋଲି ସେସୁ ଓ ଫେଡୋକେ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି